Home Oriya Odia Dictionary

Download Oriya Odia Dictionary APP

Human Oriya Odia Meaning

ନର, ମଣିଷ, ମନୁଷ୍ୟ, ମାନବ, ମାନବିକ, ମାନବୀୟ

Definition

ଯାହା ମାନବ ସମ୍ବନ୍ଧୀୟ
ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ
ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ

Example

ଅନ୍ୟକୁ ସାହାଯ୍ୟ କରିବା ଏକ ମାନବିକ କାର୍ଯ୍ୟ
ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି
ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
ଏହି ଡାକ୍ତରଖାନାରେ କେବଳ ପୁରୁଷ ସମ୍ବନ୍ଧୀୟ ରୋଗ