Home Oriya Odia Dictionary

Download Oriya Odia Dictionary APP

Humanity Oriya Odia Meaning

ମଣିଷଜାତି, ମନୁଷତ୍ବ, ମନୁଷ୍ୟ, ମନୁଷ୍ୟତା, ମାନବ, ମାନବଜାତି, ମାନବିକତା, ମାନବୀୟତା

Definition

ମଣିଷ ହେବାର ଅବସ୍ଥା ବା ଭାବ
ପୃଥିବୀରେ ରହୁଥିବା ସମସ୍ତ ମନୁଷ୍ୟ

Example

ମାନବିକତା ଦୃଷ୍ଟିରୁ ଆମେ ପରସ୍ପରକୁ ସହାୟତା କରିବା ଉଚିତ୍‌
ପ୍ରକୃତି ମଣିଷଜାତିକୁ ଅନେକ କିଛି ଦେଇଛି