Home Oriya Odia Dictionary

Download Oriya Odia Dictionary APP

Humans Oriya Odia Meaning

ମଣିଷଜାତି, ମନୁଷ୍ୟ, ମାନବ, ମାନବଜାତି

Definition

ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍

Example

ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
ପ୍ରକୃତି ମଣିଷଜାତିକୁ ଅନେକ କିଛି ଦେଇଛି