Home Oriya Odia Dictionary

Download Oriya Odia Dictionary APP

Humour Oriya Odia Meaning

ଶାରୀରିକ ଦ୍ରବ୍ୟ, ଶାରୀରିକ ପଦାର୍ଥ

Definition

ମନକୁ ଆମୋଦିତ କଲାଭଳି କଥା ବା କାମ
ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି""
ହସିବାର କ୍ରିୟା ବା ଭାବ
ବ୍ୟକ୍ତି ବା ବସ୍ତୁଠାରେ ସବୁବେଳେ ପ୍ରାୟତଃ ଏକ ପ୍ରକାରର ମୁଖ୍ୟ ଗୁଣ
ସାହିତ୍ୟର ନବ ରସଗୁଡ଼ିକରୁ

Example

ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
ତାର ହସ ମନଜିଣା
ସେ ସ୍ୱଭାବରେ ଲାଜକୁଳା
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
ସେ ଯେତେବେଳେ କାଶେ ତା ପାଟିରୁ କଫ ବାହାରେ
ସେ ତାର ଥଟ୍ଟାଳିଆ ଗୁଣ ପାଇଁ ହିଁ ଜଣାଶୁଣା