Home Oriya Odia Dictionary

Download Oriya Odia Dictionary APP

Hunt Oriya Odia Meaning

ଆଖେଟ, ଖୋଜ, ଜାଞ୍ଚ, ତଲାସ, ପାରିଧି, ବେଣ୍ଟ, ମୃଗୟା, ଶିକାର, ଶିକାର କରିବା

Definition

ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ଜଙ୍ଗଲି ପଶୁ-ପକ୍ଷୀଙ୍କୁ ମାରିବା କାର୍ଯ୍ୟ
ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଲୁଚା ହୋଇଥିବା କିମ୍ବା ହଜିଥିବା ଜିନିଷକୁ ଖୋଜିବାର କ୍ରିୟା ବା ଭାବ
ଯେଉଁ ପଶୁ-ପକ୍ଷୀମାନଙ୍କୁ

Example

କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ପ୍ରାଚୀନ କାଳରେ ରାଜା-ମହାରାଜାମାନେ ଶିକାର ନିମନ୍ତେ ଜଙ୍ଗଲ ଯାତ୍ରା କରୁଥିଲେ
ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ଶିକାରଟି ଆହତ ହୋଇ ବୁଦା ଭିତରେ ଲୁଚିଗଲା