Home Oriya Odia Dictionary

Download Oriya Odia Dictionary APP

Hyperbole Oriya Odia Meaning

ଅତିଶୟୋକ୍ତି, ଅତିଶୟୋକ୍ତି ଅଳଙ୍କାର

Definition

ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା
ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ

Example

ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା
ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା