Home Oriya Odia Dictionary

Download Oriya Odia Dictionary APP

Ice Oriya Odia Meaning

ବରଫ, ହିମ

Definition

ଏକ ବହୁମୂଲ୍ୟ ରତ୍ନ ଯାହା ଉଜ୍ୱଳ ଓ ଖୁବ୍‌ ଶକ୍ତ
ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
କୃତ୍ରିମ ଉପାୟରେ ବସା ଯାଇଥିବା ଦୁଧ ବା ଫଳ ରସ
ଜଳର କଠିନ ରୂପ
ଧାତୁ ବା

Example

ହୀରା ଜଡ଼ିତ ଆଭୂଷଣ ଖୁବ ମୂଲ୍ୟବାନ
ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
ସେ ମଲାଇ ବରଫ ଖାଉଛି
ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ ପାଣି ବରଫରେ ପରିଣତ ହୁଏ
ମୋତେ କୁଲଫି ବହୁତ ଭଲ ଲାଗେ
ପେଚକଣ୍ଟାକୁ ନ ପିଟ