Home Oriya Odia Dictionary

Download Oriya Odia Dictionary APP

Icon Oriya Odia Meaning

ଚିତ୍ର, ଚିତ୍ରପଟ, ଫଟୋ

Definition

କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର

Example

ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ