Home Oriya Odia Dictionary

Download Oriya Odia Dictionary APP

Idea Oriya Odia Meaning

ଖିଆଲ, ଚିନ୍ତା, ବିଚାର

Definition

ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
ଜାଣିବା ବା ବିଜ୍ଞହେବା

Example

ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ବେଳେବେଳେ ଅନୁମାନ ମଧ୍ୟ ଭୁଲ୍‌ ହୋଇଥାଏ
ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା / ବିଚାର ଉପରେ ବିବେକର