Home Oriya Odia Dictionary

Download Oriya Odia Dictionary APP

Identify Oriya Odia Meaning

କହିବା, ଚିହ୍ନିବା, ଜାଣିବା, ବତାଇବା

Definition

କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
ଗୁଣ-ଦୋଷ ଠିକ-ଠିକ ନିର୍ଦ୍ଧାରଣ କରୁଥିବା ଦୃଷ୍ଟି
କାହା ସହିତ

Example

ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
ତାଙ୍କ ଚିହ୍ନରାଗୁଣ ପ୍ରଶଂସାଯୋଗ୍ୟ
ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି
ମୁଁ ତାଂକୁ ବୁଝିପାରି