Home Oriya Odia Dictionary

Download Oriya Odia Dictionary APP

Ignorance Oriya Odia Meaning

ଅଜ୍ଞାତା, ଅଜ୍ଞାନତା, ଅବିଦ୍ୟା, ଜ୍ଞାନହୀନତା

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
ବିଦ୍ୟାର ଅଭାବ
ଜ୍ଞାନ ନହେବାର ଅବସ୍ଥା ବା ଭାବ
ଅନଭିଜ୍ଞ ହେବାର ଅବସ୍ଥା ବା ଭାବ
ମୂର୍ଖ ହେବାର ଅବସ୍ଥା ବା ଭାବ
ଜୀବାତ୍ମାକୁ ଗୁଣ ଆଉ ଗୁ

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ