Home Oriya Odia Dictionary

Download Oriya Odia Dictionary APP

Illegal Oriya Odia Meaning

ଅବିଧାନସମ୍ମତ, ଅବୈଧାନିକ

Definition

ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଯାହା ବିଧି, କାନୁନଆଦିର ବିରୁଦ୍ଧ
କୌଣସି ସ୍ତ୍ରୀର ଉପପତି ବା ଜାରପୁରୁଷ ଆଡ଼ୁ ଉତ୍ପନ୍ନ ହୋଇଥିବା ସନ୍ତାନ
ଯେ ବିଧାନ ବା ବିଧି ଅନୁସାରେ ଠିକ୍‌ ନୁହେଁ
ବିଧି ବିଧାନର ଅଭାବ

Example

ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
ସେ ଅନ୍ୟାୟ କାମ କଲାବେଳେ ଧରା ପଡ଼ିଲା
ସମାଜ ଜାରଜ ବ୍ୟକ୍ତିମାନଙ୍କୁ ସହଜରେ ସ୍ୱୀକାର କରେନାହିଁ
ଅବୈଧାନିକ କାର୍ଯ୍ୟରେ