Home Oriya Odia Dictionary

Download Oriya Odia Dictionary APP

Illiberal Oriya Odia Meaning

ଅନୁଦାର, ସଙ୍କୁଚିତ

Definition

ଯାହାର ସଂକୋଚନ ହୋଇଛି
ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
ଯାହା କମ୍‌ ଚଉଡା
କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ

Example

ସୀତା ସଂକୁଚିତ କପଡ଼ାକୁ ଇସ୍ତ୍ରୀ କରୁଛି
ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
ବାରାଣସୀ ସଂର୍କୀର୍ଣ୍ଣ ଗଳିର ନଗରୀ
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ଏତେ ଧନ ଥାଇ ବି ସେ କୃପଣ
ଏଠାରେ ଘୋଡ଼ା, ଗାଈଆଦିର