Home Oriya Odia Dictionary

Download Oriya Odia Dictionary APP

Illuminated Oriya Odia Meaning

ଉଜ୍ବଳିତ, ଦୀପ୍ତିମାନ, ପ୍ରକାଶିତ, ପ୍ରଦୀପ୍ତ

Definition

ଯେ ତେଜରେ ଭରା ବା ମଣ୍ଡିତ
ଯାହା ଜଣା ଯାଇଛି
ଯାହ ପରିଷ୍କାର ଦେଖାଯାଏ
ଯେ ବହୁତ ବେଶି ପାଠ ପଢ଼ିଛି
ଯାହା ଛପାହୋଇ ଲୋକଲୋଚନକୁ ଆସିଯାଇଛି
ଯାହା ଉପରେ ଆଲୋକ ପଡ଼ିଥାଏ
ଭଲରୂପେ ସଜ୍ଜିତ ହୋଇଥିବା

Example

ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ସନ୍ଥଙ୍କ ଲଲାଟ ଦେଦୀପ୍ୟମାନ
ମୋତେ ସେ କଥା ଜଣା
ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କ