Home Oriya Odia Dictionary

Download Oriya Odia Dictionary APP

Image Oriya Odia Meaning

ଅଳଙ୍କାର, ଆଦର୍ଶ, ଉଦାହରଣ, ଚିତ୍ର, ଚିତ୍ରପଟ, ଦୃଷ୍ଟାନ୍ତ, ନିଦର୍ଶନ, ଫଟୋ

Definition

କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
କୌଣସି ବସ୍ତୁ, ବ୍ୟକ୍ତିଙ

Example

ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି