Home Oriya Odia Dictionary

Download Oriya Odia Dictionary APP

Imitation Oriya Odia Meaning

ଅଚଳ, ଅନୁକରଣ, ଅନୁକୃତି, ଜାଲ, ଜାଲି, ନକଲ, ନକଲ କରିବା, ନକଲି, ପ୍ରତିକୃତି, ପ୍ରତିରୂପ

Definition

ଯେଉଁ ବସ୍ତୁରେ ବହୁତ ଛୋଟ-ଛୋଟ କଣା ତିଆରି ହୋଇଥାଏ
ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ
ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଖରାପ ସ୍ୱଭାବ ବା

Example

ଷ୍ଟୋଭର ଜାଲି ଭାଙ୍ଗି ଯାଇଛି
ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍‌
ଏହା ଅପମିଶ୍ରିତ ଘିଅ
ଦୁରାଶୟ ବ୍ୟକ୍ତି କାହାରି ଭଲ ଦେଖିପାରନ୍ତି ନାହିଁ
କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
ଦୋକାନୀ ମୋତେ