Home Oriya Odia Dictionary

Download Oriya Odia Dictionary APP

Imitator Oriya Odia Meaning

ବହୁରୂପୀ, ରୂପଧାରୀ

Definition

ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
ଯେ ଅମାନ୍ୟ ରୂପରେ କୌଣସି ଶବ୍ଦ, ବାକ୍ୟ ଆଦିକୁ ନକଲ କରେ

Example

ମାଙ୍କଡ଼ ବହୁତ ନକଲକାରୀ
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
ନକଲକରୁଥିବା ପରୀକ୍ଷାର୍ଥୀକୁ ଶ୍ରେଣୀଗୃହରୁ ବାହାର କରି ଦିଆଗଲା