Home Oriya Odia Dictionary

Download Oriya Odia Dictionary APP

Immensity Oriya Odia Meaning

ଦୀର୍ଘତା, ବିଶାଳତା

Definition

ଅଧିକ ହେବାର ଅବସ୍ଥା ବା ଭାବ
ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
ଗଣନ ହୋଇ ନପାରିବାର ଅବସ୍ଥା ବା ଭାବ

Example

ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍‌‌ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
ଆକାଶରେ ଥିବା ତାରା ସବୁର ଅସଂଖ୍ୟତାର କେବଳ ଅନୁମାନ କରାଯାଇପାରେ