Home Oriya Odia Dictionary

Download Oriya Odia Dictionary APP

Immigration Oriya Odia Meaning

ପ୍ରବାସ

Definition

ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ଯାଇ ରହିବା କ୍ରିୟା
ବିଦେଶରେ ଯାଇ ବାସ କରୁଥିବା ବା ରହୁଥିବା ବ୍ୟକ୍ତି
ବିଦେଶ ଯାଇ ଯେ ରହିଗଲାଣି
ପ୍ରବାସୀଙ୍କ ସମୂହ ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଫେରନ୍ତି

Example

ମୁଁ ଭାରତ ପ୍ରବାସ ସମୟରେ ବହୁତ କିଛି ଶିଖିଲି
କିଛି ପ୍ରବାସୀ ଲୋକ ନିଜ ଦେଶ ତଥା ପରିବାର ସହିତ ମିଳିତ ହେବାପାଇଁ ଛଟପଟ ହେଉଛନ୍ତି
ଭାରତ