Home Oriya Odia Dictionary

Download Oriya Odia Dictionary APP

Immoral Oriya Odia Meaning

ଅନୀତିପୂର୍ଣ୍ଣ, ଅନୁଚିତ, ଅନୈତିକ, ନୀତିବିରୋଧ, ନୈତିକହୀନ

Definition

ଯେଉଁଥିରେ ନୈତିକତା ନାହିଁ ବା ଯାହା ନୈତିକ ନୁହେଁ
ଯିଏ ଅସତ୍ୟରେ ପୂର୍ଣ୍ଣ
ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଭଲର ଓଲଟା ବା ବିପରୀତ
ଯାହା ବିଧି, କାନୁନଆଦିର ବିରୁଦ୍ଧ
କୌଣସି ସ୍ତ୍ରୀର ଉପପତି ବା ଜାରପୁରୁଷ ଆଡ଼ୁ ଉତ୍ପନ୍ନ ହୋଇଥିବା ସନ୍ତାନ
ଠିକ ବାଟରୁ ଦୂରେଇଯିବା
ଯାହା ଠିକ୍ ନୁହେଁ

Example

ଯଦି ରାଷ୍ଟ୍ରର କର୍ଣ୍ଣଧାର ଲାଞ୍ଚ, ଚୋରି ଭଳି ଅନୈତିକ କାମ କରିବେ ତାହେଲେ ଏ ଦେଶର ଅବସ୍ଥା କ’ଣ ହେବ?
ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
ସେ ଅନ୍ୟାୟ କାମ କଲାବେଳେ ଧରା ପଡ଼ିଲା