Home Oriya Odia Dictionary

Download Oriya Odia Dictionary APP

Impairment Oriya Odia Meaning

ଅଂଗହୀନତା, ଅପାଙ୍ଗତା, ବିକଳାଙ୍ଗତା

Definition

କୌଣସି ବେପାରଆଦିରେ ହେଉଥିବା କ୍ଷତି
ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ହିତର ବିରୋଧୀ ଭାବ
ଖରାପ ବା କଷ୍ଟକର ହୋଇଥିବା ପରିଣାମ
କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା

Example

ଏହି ବେପାରରେ ମୋର ଖାଲି କ୍ଷତି ହେଲା
କାହାରି କ୍ଷତି କରନାହିଁ
କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍‌ ନାହିଁ
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍‌ଫୁସ୍‌ରେ କ୍ଷତି ପହଞ୍ଚିପାରେ
ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ