Home Oriya Odia Dictionary

Download Oriya Odia Dictionary APP

Impatience Oriya Odia Meaning

ଅଧୀରତା, ଧୈର୍ଯ୍ୟହୀନତା

Definition

ଆତୁର ହେବାର ଅବସ୍ଥା
ଧୈର୍ଯ୍ୟହୀନ ହେବାର ଅବସ୍ଥା ବା ଭାବ

Example

ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା
ଧୈର୍ଯ୍ୟହୀନତା ଲୋକକୁ ଦୁର୍ବଳ କରିଦିଏ