Home Oriya Odia Dictionary

Download Oriya Odia Dictionary APP

Impede Oriya Odia Meaning

ଅଟକାଇବା, ରଖିବା, ରୋକିବା

Definition

ରୁନ୍ଧିବା ବା ଅଟକାଇବା କାର୍ଯ୍ୟ କରିବା
ରୋକିବା ବା ବାଧାଦେବା
କଟକଣା ଲଗେଇବା
ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
କାହାରିକୁ ଆଗକୁ ବଢ଼ିବାକୁ ନଦେବା
ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା

Example

ମାଧବ ସବୁ କାମରେ ପ୍ରତିବନ୍ଧକ ଲଗାଉଛି
ଡକାୟତମାନେ ମାର୍ଗ ଅବରୋଧ କଲେ
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
ପୋଲିସ ଶୋଭାଯାତ୍ରାକୁ ଚୌକ ଉପରେ ହିଁ ଅଟକାଇଦେଲା