Impeding Oriya Odia Meaning
ଅବରୋଧକ, ଅବରୋଧୀ, ବାଧକ
Definition
ଯେଉଁଥିରେ ହାନିଘଟେ ବା ଯାହା କ୍ଷତି ପହଞ୍ଚାଏ
କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଅବରୁଦ୍ଧ କରିବାବାଲା ବା ଅଟକାଇବାବାଲା
କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି
ଭୁତପ୍ରେତ ଆଦି ପ୍ରଭାବରୁ ହେଉଥିବା ଶାରିରୀକ କଷ୍ଟ
ଆଗ୍ରହ କର
Example
ଅନିୟମିତ ଭୋଜନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ଶିକ୍ଷାହୀନତା ରାଷ୍ଟ୍ରବିକାଶର ଅବରୋଧକ
ପ୍ରତିରୋଧୀଙ୍କ ଯୋଗୁଁ ମୋ କାମ ହୋଇପାରିଲା ନାହିଁ
ପ୍ରେତବାଧା ଦୂର କରିବା ପାଇଁ ଗୁଣିଆକୁ ଡକ
Dash in Oriya OdiaVenus in Oriya OdiaPulverised in Oriya OdiaCouple in Oriya OdiaCut Off in Oriya OdiaDaybreak in Oriya OdiaIdolatry in Oriya OdiaPant in Oriya OdiaMagistrate in Oriya OdiaO'clock in Oriya OdiaPress in Oriya OdiaMulti-coloured in Oriya OdiaOffer in Oriya OdiaVoluminous in Oriya OdiaOpen in Oriya OdiaIgnite in Oriya OdiaWater Plant in Oriya OdiaDistich in Oriya OdiaFoundation in Oriya OdiaBatrachian in Oriya Odia