Home Oriya Odia Dictionary

Download Oriya Odia Dictionary APP

Imperative Oriya Odia Meaning

ଅତିଆବଶ୍ଯକ, ଅତ୍ଯାବଶ୍ଯକ, ଅପରିହାର୍ଯ୍ୟ

Definition

ଯାହା ଅତି ଆବଶ୍ୟକ
ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
ଯାହାର ଆଦେଶ ମିଳିଛି

Example

ଏହା ଅତ୍ୟାବଶ୍ୟକ କାର୍ଯ୍ୟ
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
ଆଦେଶାତ୍ମକ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ଉଚିତ୍‌