Home Oriya Odia Dictionary

Download Oriya Odia Dictionary APP

Imported Oriya Odia Meaning

ଅଣାଯାଇଥିବା, ଆଗତ, ଆୟାତ

Definition

ବ୍ୟବସାୟପାଇଁ କୌଣସି ବସ୍ତୁ ବା ମାଲ୍‌ ନିଜ ଦେଶକୁ ମଗାଇବା ବା ଆଣିବା ପ୍ରକ୍ରିୟା
ଯାହା ଅନ୍ୟ ସ୍ଥାନ ବା ଦେଶରୁ ଆସିଥାଏ ବା ବାହାରୁ ଆମଦାନୀ କରାଯାଇଥାଏ

Example

ଭାରତ ଆବଶ୍ୟକତାନୁସାରେ କେତେକ ବସ୍ତୁ ଆମଦାନି କରେ
ଅନ୍ୟ ଦେଶରୁ ଆମଦାନୀ କରାଯାଇଥିବା ବସ୍ତୁଗୁଡ଼ିକ ଅପେକ୍ଷା ସ୍ୱଦେଶ ବସ୍ତୁଗୁଡ଼ିକ ଭଲ