Home Oriya Odia Dictionary

Download Oriya Odia Dictionary APP

Impotence Oriya Odia Meaning

ଅଧିକାରହୀନତା, ଅନଧିକାରତା, ଅନଧିକାରିତା, ନଂପୁସକତା, ପୌରୁଷହୀନତା

Definition

କ୍ଷମତାହୀନ ବା ଅକ୍ଷମ ହେବାର ଅବସ୍ଥା ବା ଭାବ
ନଂପୁସକ ଅବସ୍ଥା ବା ଭାବ
ଯେଉଁ ରୋଗ କାରଣରୁ ପୁରୁଷ ସ୍ତ୍ରୀ ସଂଭୋଗ ଏବଂ ସନ୍ତାନ ଉତ୍ପନ୍ନ କରିପାରେ ନାହିଁ

Example

ଅକ୍ଷମତା କାରଣରୁ ରାମୁଦ୍ୱାରା ସେହି କାମ ହୋଇପାରିଲା ନାହିଁ
ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
ମୋହନ ଲାଲ୍‌ ଦୁର୍ଘଟଣା ପରେ ନଂପୁସକତାର ଶିକାର ହୋଇଗଲେ