Home Oriya Odia Dictionary

Download Oriya Odia Dictionary APP

Impression Oriya Odia Meaning

ଅବଧାରଣା, ଚିହ୍ନ, ଛାପ, ଧାରଣା, ନିଶାଣ, ମୋହର, ସଂକଳ୍ପନା, ସିଲ

Definition

ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ
କୌଣସି ବସ୍ତୁ ବା କଥା ଉପରେ କୌଣସି କ୍ରିୟାର ପରିଣାମ ବା ଫଳ
କାଗଜ ଲୁଗା ଉପରେ ଢଳା, ଖୋଦିତ ବା ଲେଖାହୋଇଥିବା ଅକ୍ଷର, ଚିତ୍ରଆ

Example

ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ଆଜିର ଯୁବକମାନଙ୍କ ଉପରେ ପାଶ୍ଚାତ୍ୟ ସଭ୍ୟତାର ଅତ୍ୟଧିକ ପ୍ରଭାବ ପରିଲକ୍ଷିତ ହେଉଛି
ଏହି ଶାଢ଼ି ଉପରେ ଜାହାଜର ଚିହ୍ନ ରହିଛି
ଏହି ଅଞ୍ଚଳରେ ଜମିଦାରଙ୍କର ଭଲ