Home Oriya Odia Dictionary

Download Oriya Odia Dictionary APP

Imprisonment Oriya Odia Meaning

କାରାବାସ ଦଣ୍ଡ

Definition

ଏଭଳି ଦଣ୍ଡ ଯାହା ଫଳରେ ବନ୍ଦୀଶାଳାରେ ରହିବାକୁ ପଡ଼େ
କୌଣସି ସ୍ଥାନଆଦିରେ ବନ୍ଦ ରହିବା କ୍ରିୟା
ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ

Example

ରାହୁଳକୁ ଲାଞ୍ଚ ନେବା ଅପରାଧରେ କାରାବାସ ଦଣ୍ଡ ମିଳିଲା
ପଣ୍ଡିତ ଜବାହରଲାଲ ନେହେରୁ କାରାବାସ ସମୟରେ ମଧ୍ୟ ସବୁବେଳେ ଲେଖୁଥିଲେ
ଚୋରି ଅପରାଧରେ ସେ ଜେଲ୍‌ ଗଲା