Home Oriya Odia Dictionary

Download Oriya Odia Dictionary APP

Improve Oriya Odia Meaning

ଉନ୍ନତ କରିବା, ବଢେଇବା, ବିକଶିତ କରିବା, ସୁଧୁରିବା

Definition

ଭୁଲ୍‌, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍‌ କାମ କରିବାର କ୍ରିୟା
ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
ଦୋଷ,ତ୍ରୁଟି ଆଦି ଦୂରକରି ଠିକ୍‌ ବା ଭଲ ଅବସ୍ଥାକୁ ଆଣିବା ବା ଠିକ୍‌ କରି କାମରେ ଲଗେଇବା ଯୋଗ୍ୟ କରାଇବା
ଦୋଷ ଏବଂ

Example

ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
ଶିକ୍ଷକ ଆମ ଲେଖାକୁ ସଂଶୋଧନ କରୁଛନ୍ତି
ସେ