Home Oriya Odia Dictionary

Download Oriya Odia Dictionary APP

Impulsive Oriya Odia Meaning

ମନମୁଖୀ, ସ୍ବେଚ୍ଛାଚାରୀ

Definition

ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ
ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି
ଯାହା ନିଜ ଇଛାନୁସାରେ ହୋଇଥାଏ

Example

ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ଏହି ଯନ୍ତ୍ରରେ ଆଲୋକକୁ ବୈଦ୍ୟୁତିକ ଆବେଗରେ ପରିବର୍ତ୍ତିତ କରି ଦିଆଯାଏ