Home Oriya Odia Dictionary

Download Oriya Odia Dictionary APP

In Question Oriya Odia Meaning

ସନ୍ଦିଗ୍ଧ, ସନ୍ଦେହାସ୍ପଦ

Definition

ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
ଯାହା ଉପରେ ସନ୍ଦେହ ଅଛି
ଯେଉଁ ବିଷୟରେ ବିବାଦ ହୁଏ
ଯେଉଁଥିରେ ସନ୍ଦେହ ଅଛି

Example

ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
ହରିନାରାୟଣ ଏହି ହତ୍ୟାର ସନ୍ଦିଗ୍ଧ ବ୍ୟକ୍ତି
ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ
ସନ୍ଦେହପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବା ଭଲ