Home Oriya Odia Dictionary

Download Oriya Odia Dictionary APP

Incognito Oriya Odia Meaning

ଅଜ୍ଞାତ

Definition

ଯାହା ଜ୍ଞାତ ବା ଜଣା ନୁହେଁ
ଯିଏ ପରିଚିତ ନୁହେଁ
ଯେ ଲୁଚି ରହିଛି
ଗୁପ୍ତ ରୂପରେ ରଖୁଥିବା ଲୋକ

Example

ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍‌
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା