Home Oriya Odia Dictionary

Download Oriya Odia Dictionary APP

Incompetent Oriya Odia Meaning

ଅଢଂଗିଆ, ଅଢଙ୍ଗିଆ, ଅଯୋଗ୍ୟ, ଅସଭ୍ୟ

Definition

ଯେ ଯୋଗ୍ୟ ନୁହେଁ
ଯାହାକୁ ଠିକ୍‌ ଢଂଗରେ କାମ କରିବା ଆସେନାହିଁ
ଯେଉଁଥିରେ ଶ୍ଲୀଳତା ନାହିଁ
ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ

Example

ମ୍ୟାନେଜର ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସଂସ୍ଥାରୁ ବାହାର କରିଦେଲେ
ତୁମେ ଅସଭ୍ୟ ଲୋକଭଳି କାହିଁକି କାମ କରୁଛ?
ତାଙ୍କର ଅଶ୍ଲୀଳ କଥା ଶୁଣି ମୋତେ ଆଦୌ ଭଲ ଲାଗିଲା ନାହିଁ / ଅଶ୍ଲୀଳ ପୁସ୍ତକ ବିକିବା ଅଭିଯୋଗରେ ମୋହନକୁ