Home Oriya Odia Dictionary

Download Oriya Odia Dictionary APP

Incomprehensible Oriya Odia Meaning

ଅବୋଧଗମ୍ୟ, ଅବୋଧ୍ୟ

Definition

ଯାହା କଳ୍ପନାର ବାହାରେ ବା ଯାହା କଳ୍ପନୀୟ ନୁହେଁ
ଯାହା ବୁଝିହୁଏ ନାହିଁ
ଯାହା ଶୀଘ୍ର ବୁଝି ହୁଏ ନାହିଁ

Example

ଆପଣଙ୍କ ଚିନ୍ତାଧାରା ମୋପାଇଁ କଳ୍ପନାତୀତ
ପ୍ରକୃତିରେ ବହୁତ କିଛି ଅବୋଧ୍ୟ ରହିଛି
ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ