Home Oriya Odia Dictionary

Download Oriya Odia Dictionary APP

Incongruity Oriya Odia Meaning

ଅସଙ୍ଗତତା, ଅସଙ୍ଗତି, ବିସଙ୍ଗତତା, ବିସଙ୍ଗତି

Definition

ଅସଙ୍ଗତ ହେବାର ଅବସ୍ଥା ବା ଭାବ
କ୍ଷମତାହୀନ ବା ଅକ୍ଷମ ହେବାର ଅବସ୍ଥା ବା ଭାବ
ଅଯୋଗ୍ୟ ହେବାର ଅବସ୍ଥା ବା ଭାବ

Example

କାମ ଯୋଗୁଁ ଆସୁଥିବା ବିସଙ୍ଗତିଗୁଡ଼ିକୁ ଦୂରକରି କାର୍ଯ୍ୟରେ ଗତି ଅଣାଯାଇପାରିବ
ଅକ୍ଷମତା କାରଣରୁ ରାମୁଦ୍ୱାରା ସେହି କାମ ହୋଇପାରିଲା ନାହିଁ
ଅଯୋଗ୍ୟତା କାରଣରୁ ତାକୁ ଏହି ପଦ ମିଳିଲା ନାହିଁ