Home Oriya Odia Dictionary

Download Oriya Odia Dictionary APP

Inconsequent Oriya Odia Meaning

ମହତ୍ବହୀନ

Definition

ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ଯାହା ବାଜେକଥାରେ ପୂର୍ଣ୍ଣ
ଯାହା ସମ୍ବନ୍ଧିତ ନୁହେଁ
ଯାହା ମହତ୍ୱକର ନୁହେଁ
ଯାହାର କିଛି ମହତ୍ତ୍ୱ ନଥାଏ

Example

ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
ବାଜେକଥା କୁହନାହିଁ
ପ୍ରେସ୍‌ ବାର୍ତ୍ତା ଅବସରରେ ନେତାଜଣଙ୍କ ପ୍ରଶ୍ନ‌ର ଉତ୍ତର ନଦେଇ ଅପ୍ରସଙ୍ଗ କଥା କହିବାକୁ ଲାଗିଲେ
ମହତ୍ୱହୀନ କାମରେ ସମୟ ନଷ୍ଠ କର ନାହିଁ
ନଗଣ୍ୟମାନଙ୍କୁ କିଏ ଗୁରୁତ୍ୱ ଦିଏ