Home Oriya Odia Dictionary

Download Oriya Odia Dictionary APP

Incredible Oriya Odia Meaning

ଅବଶ୍ବସନୀୟ, ଅବଶ୍ବସୀୟ

Definition

ଯେଉଁ ବ୍ୟକ୍ତି ବିଶ୍ୱାସ ପାତ୍ର ନୁହେଁ
ଯାହାର ବିଶ୍ୱାସ ନାହିଁ ବା ଯେ କାହାରିକୁ ବିଶ୍ୱାସ କରେ ନାହିଁ
ଯାହା ଉପରେ ବିଶ୍ୱାସ କରାଯାଇ ନପାରେ ବା ଯାହା ଉପରେ ବିଶ୍ୱାସ ହୁଏ ନାହିଁ
ଯାହା ବିଶେଷ ଲକ୍ଷଣଯୁକ୍ତ
ଯାହା ତୁଳନୀୟ ନୁହେଁ
ବିଶ୍ୱାସ ନହେବା ଅବସ୍ଥା ବା ଭାବ
ଯାହା

Example

ଆଧୁନିକ ଯୁଗରେ ଅବିଶ୍ୱାସୀକୁ ଚିହ୍ନିବା କଷ୍ଟକର
ତାଙ୍କୁ ବୁଝାଇବାରେ କିଛି ଲାଭନାହିଁ, ସେ ଜଣେ ଅବିଶ୍ୱାସୀ ବ୍ୟକ୍ତି
ଏହା ଅବିଶ୍ୱାସନୀୟ କଥା
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
ଆପଣଙ୍କ ସୌନ୍ଦର୍ଯ୍ୟ ଅତୁଳନୀୟ
ଲୋକଙ୍କ ପ୍ରତି ଅବିଶ୍ୱାସ ହିଁ ଆଉରଙ୍ଗଜେବଙ୍କ ପତନର ସବୁଠୁ ବଡ଼