Home Oriya Odia Dictionary

Download Oriya Odia Dictionary APP

Indefinable Oriya Odia Meaning

ଅବ୍ୟାଖ୍ୟା

Definition

ଯାହାର ବର୍ଣ୍ଣନା କରିହୁଏ ନାହିଁ
ବ୍ୟାଖ୍ୟାର ଅଯୋଗ୍ୟ ବା ଯାହାର ବ୍ୟାଖ୍ୟା ବା ସ୍ପଷ୍ଟିକରଣ ହୁଏ ନାହିଁ
(ଏଭଳି ଅସାଧାରଣ ଏବଂ ବିଲକ୍ଷଣ କଥା ବା ବସ୍ତୁ) ଯାହାର କାରଣ ବା ମୂଳ ବୁଝିହୁଏ ନାହିଁ

Example

କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ
ଏହି କାହାଣୀ ପାଠକକୁ ଏକ ଅବ୍ୟାଖ୍ୟା ଯନ୍ତ୍ରଣାରେ ଏକୁଟିଆ ଛାଡି ଦେଇଛି
ଅବ୍ୟାଖ୍ୟା ପ୍ରକୃତି ପ୍ରତ୍ୟେକଙ୍କୁ ଅଲଗା ପ୍ରତୀତ ହୋଇଥାଏ