Home Oriya Odia Dictionary

Download Oriya Odia Dictionary APP

Independency Oriya Odia Meaning

ସ୍ୱତନ୍ତ୍ରତା, ସ୍ୱାତନ୍ତ୍ରୀୟ, ସ୍ୱାଧୀନତା

Definition

କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ
କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ମୃତ୍ୟୁର ଫଳସ୍ବରୂପ

Example

ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି