Home Oriya Odia Dictionary

Download Oriya Odia Dictionary APP

Indestructible Oriya Odia Meaning

ଅତୁଟ

Definition

ଯାହାର କେବେ ନାଶ ହୁଏନାହିଁ
ଯାହା ବିଭକ୍ତ ନୁହେଁ
ଯାହା ଭଙ୍ଗୁର ନୁହେଁ ବା ଯାହା ଭାଙ୍ଗେ ନାହିଁ
ସବୁବେଳେ ଏକାଭଳି ରହିବାଲୋକ
ଯାହା ଭାଙ୍ଗେନାହିଁ
ବିନାଶର ଅଭାବ

Example

ଆତ୍ମା ଅମର
ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ
ଏହା ଅଭଙ୍ଗା ତାର, ଏହାକୁ ଭାଙ୍ଗିହେବ ନାହିଁ
କେବଳ ଆତ୍ମା ହିଁ ଅବ୍ୟୟ,ଆଉସବୁର ବ୍ୟୟ ହୋଇଥାଏ
ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ