Home Oriya Odia Dictionary

Download Oriya Odia Dictionary APP

Indeterminate Oriya Odia Meaning

ଅନିର୍ଦ୍ଧାରିତ, ଅନିଶ୍ଚିତ

Definition

ଦୁଇଟି ବା କେତେକ ମଧ୍ୟରୁ କୌଣସି ଗୋଟିଏ ଯାହାକୁ ନିଜ ଇଚ୍ଛାରେ ଗ୍ରହଣ କରାଯାଇପାରେ
ଯାହା ନିର୍ଦ୍ଧାରିତ ନୁହେଁ
ଯାହା ନିର୍ଦ୍ଦିଷ୍ଟ ନୁହେଁ
ଯେ କର୍ତ୍ତବ୍ୟ ଜ୍ଞାନରୁ ନିବୃତ ବା ନିଜ କର୍ତ୍ତବ୍ୟରେ ଜ୍ଞାନଶୂନ୍ୟ

Example

ପ୍ରଶ୍ନ ପତ୍ରରେ ଦୁଇଟି ଅନିବାର୍ଯ୍ୟ ଓ ଚାରିଗୋଟି ବୈକଳ୍ପିକ ପ୍ରଶ୍ନ ଅଛି
ବନ୍ଦ ହେତୁ ସବୁ ଗାଡ଼ି ଅନିର୍ଦ୍ଧାରିତ ସମୟରେ ଚାଲୁଛନ୍ତି
ଅପ୍ରତିପନ୍ନ ବ୍ୟକ୍ତିକୁ ଚାକିରିରୁ ବାହାର କରି ଦିଆଗଲା