Home Oriya Odia Dictionary

Download Oriya Odia Dictionary APP

Indian Oriya Odia Meaning

ଭାରତୀୟ, ସିନ୍ଧୀ, ହିନ୍ଦୁସ୍ଥାନୀ

Definition

ଭାରତର ବା ଭାରତ ସହିତ ସମ୍ବନ୍ଧ ରଖୁଥିବା
ଦେବନାଗରୀ ଲିପିରେ ଲେଖାଯାଉଥିବା ଯେଉଁ ଭାଷା ମୁଖ୍ୟତଃ ଭାରତର ଉତ୍ତର ଓ ମଧ୍ୟ ଭାଗରେ କୁହାଯାଏ
ହିନ୍ଦୀଭାଷା ବା ହିନ୍ଦୀ ସହିତ ସମ୍ବନ୍ଧିତ
ହିନ୍ଦୀ ଭାଷାର

Example

ବହୁତ ଦିନ ପର୍ଯ୍ୟନ୍ତ ଭାରତୀୟ ଜନତା ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲେ
ହିନ୍ଦୀ ଭାରତର ରାଜଭାଷା
ତ୍ରିରଙ୍ଗା ଭାରତୀୟମାନଙ୍କ ଗର୍ବ
ମୋତେ ହିନ୍ଦୀ ସିନେମା ଦେଖିବାକୁ ଭଲ ଲାଗେ
ହିନ୍ଦୁସ୍ତାନୀ ଭାଷା ଦିଲ୍ଲୀର ଆଖପାଖରେ କୁହାଯାଉଥ