Home Oriya Odia Dictionary

Download Oriya Odia Dictionary APP

Indicatory Oriya Odia Meaning

ବାଚକ, ସୂଚକ

Definition

କୌଣସି କଥାର ଅସ୍ଥିତ୍ୱ ବା ଲକ୍ଷଣ ଆଦି ସୂଚାଉଥିବା ତତ୍ତ୍ୱ ବା କାର୍ଯ୍ୟ ଆଦି
ଭାଷଣ ବା ବ୍ୟାଖ୍ୟାନ ଆଦି ଦେବା ବ୍ୟକ୍ତି
ଯାହା ସୂଚନା ଦିଏ
ଯାହା ଉଜ୍ଜଳତା ପ୍ରଦାନ କରେ
କହିବା ବା ବତେଇବା ବ୍ୟକ୍ତି
ଯେଉଁ

Example

କଳା ମେଘରେ ଆଚ୍ଛନ୍ନ ଆକାଶ ବର୍ଷାର ସୂଚକ
ପଣ୍ଡିତ ହରିଶଙ୍କର ଜଣେ କୁଶଳ ବକ୍ତା
ରାସ୍ତା କଡ଼ରେ ମାର୍ଗ ଦର୍ଶକ ମାନଚିତ୍ର ଅଛି
ସୂର୍ଯ୍ୟ, ଚନ୍ଦ୍ରଆଦି ଜ୍ୟୋତିଷ୍ମାନ ବସ୍ତୁ
ସଂସଦ ସଭାରେ ସମସ୍ତଙ୍କ