Home Oriya Odia Dictionary

Download Oriya Odia Dictionary APP

Indigent Oriya Odia Meaning

ଅନାଶ୍ରିତ, ଆଶ୍ରୟହୀନ, ଆଶ୍ରାହୀନ, ନିରାଶ୍ରୟ, ନିରାଶ୍ରିତ

Definition

ଯାହାର କେହି ସାହାରା ନାହାନ୍ତି
ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
ଯାହା ପାଖରେ ଧନ ନାହିଁ ବା କମ୍‌ ଧନ ଅଛି
ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
ନିର୍ଦ୍ଧନ ବ୍ୟକ୍ତି
ଯେ ବିନା ଅବଲମ୍ବ ବା ସାହାରାରେ ଅଛ

Example

ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ନିର୍ଧନ ବ୍ୟକ୍ତି ବହୁତ ପରିଶ୍ରମ କରି ଧନୀ ହୋଇପାରେ