Home Oriya Odia Dictionary

Download Oriya Odia Dictionary APP

Indigestion Oriya Odia Meaning

ଅଜୀର୍ଣ୍ଣ, ବଦହଜମୀ, ମନ୍ଦାଗ୍ନି

Definition

ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
ଖାଦ୍ୟ ହଜମ ହେଉନଥିବା ରୋଗ
କୌଣସି ବସ୍ତୁ ଏତେ ଅଧିକ ହୋଇଯାଏ ଯେ ତାକୁ ସମ୍ଭାଳି ହୁଏ ନାହିଁ

Example

ଏହି ଶରୀର କେବେବି ଅକ୍ଷୟ ନୁହେଁ
ଅଜୀର୍ଣ୍ଣରେ ହଇରାଣ ହୋଇ ସୋହନକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା / ଅଜୀର୍ଣ୍ଣରୁ ରକ୍ଷା ପାଇବାପାଇଁ ଆମର ସୁପାଚ୍ୟ ଖାଦ୍ୟ ଖାଇବା ଉଚିତ୍‌
ଅଜୀର୍ଣ୍ଣ ହାନିକାରକ ହୋଇଥାଏ