Home Oriya Odia Dictionary

Download Oriya Odia Dictionary APP

Indocile Oriya Odia Meaning

ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ, ବଦମାସ

Definition

ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
ସବୁବେଳେ କଳି କରୁଥିବା ଲୋକ
ନୀଚ ଓ ପାଜି
ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଦଙ୍ଗା କରିବା ଲୋକ
ଯେ ଉପଦ୍ରବ କରେ
ଯେ କାହା ବିରୁଦ୍ଧରେ ବିଦ୍ରୋହ କରେ

Example

ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
ସେ ଏକ ନମ୍ବରର ଲଫଙ୍ଗା
ପୋଲିସ କିଛି ଦଙ୍ଗାକାରୀ ବ୍ୟକ୍ତିଙ୍କୁ