Home Oriya Odia Dictionary

Download Oriya Odia Dictionary APP

Industrialisation Oriya Odia Meaning

ଉଦ୍ୟୋଗୀକରଣ, ଔଦ୍ୟୋଗୀକରଣ

Definition

ଉଦ୍ୟୋଗ ଆଦିକୁ ବଢ଼େଇବା ତଥା ନୂଆ ନୂଆ କଳକାରଖାନା ଖୋଲିବା କାର୍ଯ୍ୟ

Example

ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଔଦ୍ୟୋଗୀକରଣ ଉପରେ ବହୁତ ଗୁରୁତ୍ୱ ଦିଆଯାଇଥିଲା