Home Oriya Odia Dictionary

Download Oriya Odia Dictionary APP

Info Oriya Odia Meaning

ଏତଲା, ଖବର, ଜ୍ଞାପନ, ନୋଟିସ, ସମ୍ବାଦ, ସୂଚନା

Definition

ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ
ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ

Example

ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି