Home Oriya Odia Dictionary

Download Oriya Odia Dictionary APP

Infringement Oriya Odia Meaning

ନିୟମଭଞ୍ଜନ

Definition

ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା
ନିଶ୍ଚୟ, ପ୍ରତିଜ୍ଞା, ନିୟମ, ବା ବିଧିକୁ ଖଣ୍ଡନ କରିବା ବା ତା ବିରୋଧରେ କାମ

Example

ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ
ନିୟମ ଉଲ୍ଲଙ୍ଘନ କରିବା ଲୋକକୁ ଦଣ୍ଡିତ କରାଯିବ